

- ପୁରୀ, ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ଦ୍ୱିତୀୟ ଭୋଗ ଶେଷ ପରେ ହେବ ବନକଲାଗି, ବନକଲାଗି ନୀତି ଯୋଗୁଁ ଅପରାହ୍ନ ୪ ଟା ରୁ ରାତି ୮ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ |
- ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସ୍ବରଚିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ପାଇବେ ପୁରସ୍କାର।