

- ରାଜ୍ୟରେ ଲୋକଙ୍କ ମଧ୍ୟରେ ଇମିନ୍ୟୁଟି ମଧ୍ୟ ଅଧିକ ରହିଛି, ଡରିବାର ନାହିଁ, ତିନି ମାସ ତଳେ ଇମିନ୍ୟୁଟି 75% ଥିଲା, ଏବେ ବି ଟିକାକରଣ ଚାଲିଛି, ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି, ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ: ନିରଞ୍ଜନ ମିଶ୍ର
- ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର