ନବମ ଶ୍ରେଣୀ ପ୍ରଥମ ସବ୍‌ଜେଟିଭ୍‌ ପରୀକ୍ଷା ନେଇ ବୋର୍ଡର ସୂଚନା; ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ସବ୍‌ଜେଟିଭ୍‌ ପରୀକ୍ଷା, ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ପରୀକ୍ଷା, ଦିନକୁ ୨ଟି ସିଟିଂ; ସକାଳ ୯ରୁ ୧୦ଟା ଏବଂ ୧୧ରୁ ୧୨ଟା ପରୀକ୍ଷା

Leave a Reply

Your email address will not be published. Required fields are marked *