ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ୨ ଦିନ ପାଇଁ ଛୁଟି ଘୋଷଣା

ବଲାଙ୍ଗିର:ପିଜି ହଷ୍ଟେଲର ଜଣେ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ |ବିଶ୍ବବିଦ୍ୟାଳୟରେ ଟେଷ୍ଟିଂ ଓ ବିଶୋଧନ ଉପରେ କୁଳପତିଙ୍କ ଗୁରୁତ୍ବ |

Leave a Reply

Your email address will not be published. Required fields are marked *