କୋରୋନା ଯୋଗୁଁ ଜାନୁଆରି ୧୦ରୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର |

ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ହଷ୍ଟେଲ ବନ୍ଦ ରହିବ, ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ | ଚାଲୁଥିବା ସବୁ ଅଫଲାଇନ୍‌ ପରୀକ୍ଷା ଜାରି ରହିବ, କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ କାମ କରିବେ | ଶିକ୍ଷାନୁଷ୍ଠାନ ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦେଶନାମା ଜାରି |

Leave a Reply

Your email address will not be published. Required fields are marked *