

- ବାଲୁଗାଁ ଗାଡ଼ି ସହ ୫୦ କ୍ୱିଣ୍ଟାଲ ମହୁଲ ଜବତ କଲା ପୁଲିସ, ଢେଙ୍କାନାଳରୁ ବାଣପୁର ଚାଲାଣ ବେଳେ ପ୍ରତାପ ଗାଁରୁ ଜବତ, ୩ ଅଟକ, ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବା ସୂଚନା
- ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲା, ବୁଧବାର ହେବ ଆର୍ଯ୍ୟନ ଖାନଙ୍କ ଜାମିନ୍ ଶୁଣାଣି, ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟରେ ବୁଧବାର ହେବ ଶୁଣାଣି