ମମିତା ହତ୍ୟା ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ,ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି, ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶପାଇଁ ଲଢ଼ିଛି, ମୋ ଦ୍ୱାରା କୌଣସି ଘୃଣ୍ୟ, ବେଆଇନ କାମ ହୋଇପାରିବନି, ଘଟଣା ଘଟିଛି ସନସାଇନ ପବ୍ଲିକ ସ୍କୁଲରେ, ସେଠାକୁ ମୁଁ କେବେ ଯାଇନି; ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Leave a Reply

Your email address will not be published. Required fields are marked *