

- ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଆସନ୍ତାକାଲି ଶ୍ରେଣୀରେ ପାଠ ପଢା ପରେ ପୂଜା ଛୁଟି ହେବ ସ୍କୁଲ। ଅକ୍ଟୋବର ୧୦ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ।
- ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା, ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଆସନ୍ତା ୧୧ ତାରିଖରେ ବସିବ ଛତିଷା ନିଯୋଗ ବୈଠକ। ଏଥିରେ ଛତିଷା ନିଯୋଗ ମହାନାୟକ, ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ପଦାଧିକାରୀ ଯୋଗଦେବେ