ଢେଙ୍କାନାଳ: କପିଳାସ ବନାଞ୍ଚଳ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଇଥିବା ବେଳେ ଫକୀର ନାୟକଙ୍କୁ ଦଳିଦେଲା ଦନ୍ତା । ବନାଞ୍ଚଳର ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ । ମୃତକଙ୍କ ପରିବାକୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଲୋକଙ୍କ ଦାବି

ଢେଙ୍କାନାଳ: କପିଳାସ ବନାଞ୍ଚଳ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଇଥିବା ବେଳେ ଫକୀର ନାୟକଙ୍କୁ ଦଳିଦେଲା ଦନ୍ତା । କପିଳାସ ବନାଞ୍ଚଳର ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ । ମୃତକଙ୍କ ପରିବାକୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଲୋକଙ୍କ ଦାବି

Leave a Reply

Your email address will not be published. Required fields are marked *