

- ମହିଳାଙ୍କୁ ମିଳିବ ମାସିକ ହଜାରେ ଟଙ୍କା ! ପଞ୍ଜାବରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିର୍ବାଚନୀ ଘୋଷଣା, ପଞ୍ଜାବରେ କାର୍ଯ୍ୟକାରୀ ହେବ ସବୁଠୁ ବଡ଼ ମହିଳା ସଶକ୍ତିକରଣ ଯୋଜନା, ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମିଳିବ ମାସିକ ହଜାରେ ଟଙ୍କା, ଘୋଷଣାରୁ ଲାଭବାନ ହେବେ ପଞ୍ଜାବର କୋଟିଏରୁ ଅଧିକ ମହିଳା
- ବିଜେପି କର୍ମୀ ପୁଲିସ୍ ମୁହାଁମୁହିଁ; ବିଜେପି କର୍ମୀଙ୍କୁ ଟେକିନେଲା ପୁଲିସ୍