ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ | ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) | ୩ କୋଟି ୯୨ ଲକ୍ଷ ୨୦ ହଜାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ କଲା ED | ପୁଞ୍ଜି ଦୁର୍ନୀତି ମାମଲାରେ ସମ୍ପତ୍ତି ଆଟାଚ କଲା ED |

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ | ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) | ୩ କୋଟି ୯୨ ଲକ୍ଷ ୨୦ ହଜାର ମୂଲ୍ୟର
ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ କଲା ED | ପୁଞ୍ଜି ଦୁର୍ନୀତି ମାମଲାରେ ସମ୍ପତ୍ତି ଆଟାଚ କଲା ED |

Leave a Reply

Your email address will not be published. Required fields are marked *