

- ‘ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ବରରୁ ଆସୁଛି’, ‘ସଚେତନ କରାଇବା ସତ୍ତ୍ବେ ହାଟ, ବଜାରରେ ଭିଡ଼ ହେଉଛି’, ‘ଭୁବନେଶ୍ବରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି’, ‘ଲୋକ ସଚେତନ ହେଉ ନ ଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି’, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା
- ଜାମ୍ମୁ ଓ କାଶ୍ମୀର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ଜଣେ JCOଙ୍କ ସମେତ ୫ ଯବାନ ସହିଦ ହୋଇଥିବା ସୂଚନା, ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଗୁଳି ବିନିମୟ