

- ଏନଏସି ନିଷ୍ପତ୍ତିକୁ ବିରୋଧ କରି କୁଚିଣ୍ଡା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ, ସଂଶୋଧିତ ମାର୍କେଟ କଂପ୍ଲେକ୍ସ ଚୁକ୍ତିନାମାକୁ ବିରୋଧ କରି ୬ ଘଣ୍ଟିଆ ବନ୍ଦ ଡାକରା,ସଂଶୋଧନ ନାଁରେ ଦୋକାନ ଗୃହର ଦର ବୃଦ୍ଧି କରାଯିବା ଅଭିଯୋଗ
- ଭୁବନେଶ୍ୱର: ଜୁନିଅର ହକି ୱାର୍ଲଡ କପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀରେ ୧୬ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ; ୧୦ଟି ହୋଟେଲରେ ରହୁଥିବା ଖେଳାଳି ଓ ଅଫିସିଆଲଙ୍କ ସୁରକ୍ଷାକୁ ଗୁରୁତ୍ୱ, ହୋଟେଲରୁ ଷ୍ଟାଡିୟମକୁ ଯିବାଆସିବା ଉପରେ ଅଧିକ ଫୋକସ କରାଯିବ, ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା