୩୧ ମାର୍ଚ୍ଚ ପୂର୍ବରୁ BJP ସଭାପତି ନାଁ ଘୋଷଣା

୩୧ ମାର୍ଚ୍ଚ ପୂର୍ବରୁ BJP ସଭାପତି ନାଁ ଘୋଷଣା | BJP ସଭାପତି ବିଳମ୍ବ ପ୍ରସଙ୍ଗରେ ତୋମାରଙ୍କ ପ୍ରତିକ୍ରିୟା | BJP ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାରଙ୍କ ପ୍ରତିକ୍ରିୟା | ‘ଏଯାଏ ଦିଲ୍ଲୀରୁ କୌଣସି ନିର୍ଦେଶ ଆସିନାହିଁ ତୋମାର | ୧୫ ମାର୍ଚ୍ଚ ପୂର୍ବରୁ ସଭାପତି ନିର୍ବାଚନ ସାରିବାକୁ କହିବୁ’ |

Leave a Reply

Your email address will not be published. Required fields are marked *