ବିଷାକ୍ତ ସାପ କାମୁଡ଼ାରେ ମାଆ ପୁଅ ମୃତ

ରାୟଗଡ଼ା : କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତର ସିପିଯୋଡ଼ି ଗାଁରେ ବିଷାକ୍ତ ସାପ କାମୁଡ଼ାରେ ମା ଓ ପୁଅଙ୍କ ମୃତ୍ୟୁ, କାଶୀପୁର ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉଭୟ ମୃତ ଘୋଷିତ

Leave a Reply

Your email address will not be published. Required fields are marked *