

- ତାମିଲନାଡୁରେ ଆଉ ୩୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଏମ୍. ସୁବ୍ରମଣ୍ୟନ୍ ଦେଲେ ସୂଚନା, ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪କୁ ବୃଦ୍ଧି।ଦେଶରେ ୧୬ଟି ରାଜ୍ୟରେ ୨୭୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି |
- ରାଜ୍ୟରେ ପ୍ରବଳ ଶୀତ ଲହରିକୁ ଦୃଷ୍ଟିରେ ରଖି କାଲି ସକାଳ ୮ଟା ୩୦ ଯାଏ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି | ଝାରସୁଗୁଡ଼ା , ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା | ଆଗାମୀ ୨ ଦିନ ଯାଏ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା