

- ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏସ୍ଓପି ; ଏନେଇ ଆଜି ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ | ଶ୍ରୀମନ୍ଦିର ପ୍ରଶାସନ, ASI ଓ ସେବାୟତଙ୍କୁ ନେଇ ବସିବ ବୈଠକ | କେତେବେଳେ ମରାମତି କାର୍ଯ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ |
- ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ହାଇସ୍କୁଲ କିରାଣି ମହେଶ୍ୱର ସାମଲ