

- ଦେଶରେ ୨୪ ଘଣ୍ଟାରେ ୨,୫୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ୪୪ଜଣଙ୍କ ଜୀବନ ନେଲାଣି କୋରୋନା । କ୍ରମାଗତ ୫ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି | ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି |
- ଭୁବନେଶ୍ୱରରୁ ୪.୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଦିଲ୍ଲୀ EOW କନଷ୍ଟେବଲ୍