

- ବଲାଙ୍ଗିର: ହଷ୍ଟେଲ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୀମଭୋଇ ମେଡିକାଲ କଲେଜ ଲେଡିଜ୍ ହଷ୍ଟେଲରେ ଘଟିଛି ଅଘଟଣ। ମୃତ୍ୟୁର କାରଣ ଅସ୍ପଷ୍ଟ। ଶବ ଜବତ କରି ପୁଲିସର ଛାନଭିନ ଆରମ୍ଭ।
- କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ପୁରୀ ଗସ୍ତ । ସ୍ବାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ବିନୀ । ପୁରୀ ବ୍ଲୁଫ୍ଲାଗ ବିଚ୍ରେ ଝାଉଁଚାରା ରୋପଣ କଲେ ଅଶ୍ବିନୀ ଚୌବେ । ଦିନ ୧୧ଟାରେ ମନ୍ଦିର ଦର୍ଶନ, ସାଢେ ୪ଟାରେ ଭୁବନେଶ୍ବର ଫେରିବେ ।