

- ନ୍ୟୁୟର୍କର ବଫଲୋ ସୁପରମାର୍କେଟରେ ଗୁଳିକାଣ୍ଡରେ ୧୦ଜଣଙ୍କ ମୃତ୍ୟୁ, ଆକ୍ରମଣକାରୀକୁ ଗିରଫ କଲା ନ୍ୟୁୟର୍କ ପୋଲିସ
- ଷ୍ଟ୍ରିଟ କ୍ରାଇମ ରୋକିବାକୁ କମିଶନରେଟ ପୁଲିସର ସ୍ପେଶାଲ ଡ୍ରାଇଭ । ଗତ ୨୪ ଘଣ୍ଟା ମଧ୍ୟରେ କମିଶନରେଟ ପୁଲିସକୁ ମିଳିଛି ବଡ ସଫଳତା । ୯ ଜଣ ମୋବାଇଲ ଲୁଟେରା ଓ ପକେଟମାରକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ।