

- ବାଲେଶ୍ବର ନୀଳଗିରି ଥାନା ଧୋବିଶିଳା ଗାଁରେ ଅଘଟଣ, ମୋବାଇଲ ବେଟେରୀ ଫାଟି ୨ ଭାଇ ଗୁରୁତର । ସାନ ଭାଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ବଡ଼ ଭାଇ କଟକ ସ୍ଥାନାନ୍ତରିତ ସୂଚନା ।
- କଟକରେ ୨ ବିଦେଶ ଫେରନ୍ତା କୋରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା, ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି । ସେମାନଙ୍କର ଜିନମ ସିକ୍ବେସିଂ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଲା ଜିଲ୍ଲା ପ୍ରଶାସନ । ଦୁଇ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା