କଟକରେ ୨ ବିଦେଶ ଫେରନ୍ତା କୋରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା, ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି । ସେମାନଙ୍କର ଜିନମ ସିକ୍ବେସିଂ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଲା ଜିଲ୍ଲା ପ୍ରଶାସନ । ଦୁଇ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା

Leave a Reply

Your email address will not be published. Required fields are marked *