

- ବିଶ୍ବ ମାଲେରିଆ ରିପୋର୍ଟ ୨୦୨୧ ପ୍ରକାଶ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | ୨୦୧୯ ଅପେକ୍ଷା ୨୦୨୦ରେ ୬୯ ହଜାର ଅଧିକ ମାଲେରିଆ ରୋଗୀଙ୍କ ମୃତ୍ୟୁ । କୋଭିଡ କଟକଣା ପାଇଁ ସେମଧ୍ୟରୁ ୪୭ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ ବିଶ୍ବରେ ୨ କୋଟି ୪୧ ଲକ୍ଷ ମାଲେରିଆ ଆକ୍ରାନ୍ତ ଚିହ୍ନଟ, ୬ ଲକ୍ଷ ୨୭ ହଜାର ମାଲେରିଆ ରୋଗୀଙ୍କ ମୃତ୍ୟୁ
- ଆଜି ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା, ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ବିରୋଧୀଙ୍କ ହୋହଲ୍ଲା, ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି