

- ଖୋର୍ଦ୍ଧା ADJ ପ୍ରଥମ କୋର୍ଟରେ ଜାମିନ ଜାମିନ ଖାରଜ, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଜେପିର ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ମାମଲାରେ ଜେଲ ଗଲେ । ଖୋର୍ଦ୍ଧା ଉପ-କାରାଗାରକୁ ଗଲେ ଚିଲିକା ବିଧାୟକ ଜଗଦ୍ଦେବ । ମାସେ ଧରି ପୋଲିସ ଆଖିରୁ ଲୁଚି ବୁଲୁଥିଲେ ପ୍ରଶାନ୍ତ ।
- ପ୍ରକାଶ ପାଇଲା OAS-୨୦୧୯ ରେଜଲ୍ଟ, ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଅଶ୍ୱିନୀ କୁମାର ପଣ୍ଡା ଟପ୍ପର; ଟପ୍-୧୦ରେ ୩ ମହିଳା