News ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅତିରିକ୍ତ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ । May 24, 2024May 24, 2024 Jayaprada samantaray 0 Comments ପୁରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅତିରିକ୍ତ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ ।