ରେଳ ବଜେଟରେ ଓଡ଼ିଶାକୁ ୯ଟି ନୂଆ ରେଳ ଲାଇନ୍‌ ପାଇଁ ୬୫୫ କୋଟି ମଞ୍ଜୁରୀ

ରେଳ ବଜେଟରେ ଓଡ଼ିଶାକୁ ୯ଟି ନୂଆ ରେଳ ଲାଇନ୍‌ ପାଇଁ ୬୫୫ କୋଟି ମଞ୍ଜୁରୀ

ଖୋର୍ଦ୍ଧା-ବଲାଙ୍ଗିର ରୁଟ୍‌ ପାଇଁ ୮୯୧ କୋଟି
ଅନୁଗୁଳ-ସୁକିନ୍ଦା ରୁଟ୍‌ ୪୭୫ କୋଟି
ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି
ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି

ଜୟପୁର-ମାଲକାନଗିରି ‌ ପାଇଁ ୧୩.୮ କୋଟି
ଜୟପୁର-ନବରଙ୍ଗପୁର ରୁଟ୍‌ ପାଇଁ ୮୧ କୋଟି
ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ୍‌ ପାଇଁ ୧୦ କୋଟି
ତାଳଚେର-ଅନୁଗୁଳ ରୁଟ୍‌ ପାଇଁ ୧୮ କୋଟି
ଖୋର୍ଦ୍ଧା-ବାରଙ୍ଗ ରୋଳ ଲାଇନ ପାଇଁ ୧୬୪ କୋଟି ମଞ୍ଜୁରୀ
୨୧ ରେଳ ପ୍ରକଳ୍ପର ହେବ ଦୋହରୀକରଣ

Leave a Reply

Your email address will not be published. Required fields are marked *