

- ଆଜି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଦଳର ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ସଭାପତି ନବୀନ ପଟ୍ଟନାୟକ
- ନାଗାଲାଣ୍ଡରୁ ହଟିପାରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ-AFSPA | ଗଠିତ ହେବ କେନ୍ଦ୍ରୀୟ କମିଟି, ଯାହାର ସୁପାରିସ କ୍ରମେ AFSPA ପ୍ରତ୍ୟାହାର ନିଷ୍ପତ୍ତି ନିଆଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ହୋଇଛି ନିଷ୍ପତ୍ତି । ଯବାନଙ୍କ ଗୁଳିରେ ନାଗାଲାଣ୍ଡର ମନ୍ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା