

- ସୁବର୍ଣ୍ଣପୁର ଜିଲ୍ଲା କୁଦୋପାଲିରେ ୩୫ ଟିକିଆ ହାତୀପଲର ଉପଦ୍ରବ, ୮ ବଖରା ଘର ଭାଙ୍ଗିବା ସହ ସଞ୍ଚିତ ଧାନ ଖାଇଦେଲେ ହାତୀ, ୩ ବାଇକକୁ ବି ହାତୀପଲ କଚାଡ଼ି ଭାଙ୍ଗିଥିବା ଅଭିଯୋଗ
- ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିଲେ ଅଭିନନ୍ଦନ, ୨୦୧୯ ଫେବ୍ରୁଆରି ୨୭ର ଏହି ଘଟଣା ବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ