୪ଦିନରେ ସରିବ EKYC ଯାଞ୍ଚ

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଲେ | ଏଯାବତ ୮୮ % ଲୋକ e-KYC କରିସାରିଛନ୍ତି | ୪୦ ଲକ୍ଷରୁ ଅଧିକ e-KYC ଅପଡେଟ୍ କରିନାହାନ୍ତି | ୪୦ ଲକ୍ଷ ବୋଧେ ଅଯୋଗ୍ୟ ହିତାଧିକାରୀ ଓ ମୃତ ବ୍ୟକ୍ତି ଅଟନ୍ତି |

Leave a Reply

Your email address will not be published. Required fields are marked *