- ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ନିର୍ବାଚନ କର୍ମଚାରୀଙ୍କ କ୍ଷତିପୂରଣ ସହାୟତା | ନିର୍ବାଚନ ବେଳେ ହିଂସାରେ ବା କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ | ନିର୍ବାଚନ ବେଳେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା | ଡ୍ୟୁଟିରେ ଥାଇ ସ୍ଥାୟୀ ଭାବେ ଅକର୍ମଣ୍ୟ ହେଲେ କର୍ମଚାରୀ ପାଇବେ ୭.୫ ଲକ୍ଷ
- ମହାକାଳପଡ଼ା ମା’ତାରିଣୀ କଲେଜରେ ଆଚରଣବିଧି ଉଲ୍ଲଙ୍ଘନ ପ୍ରସଙ୍ଗ; ପ୍ରିନ୍ସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ ସହ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ଡିଜିପିଙ୍କୁ ସୁପାରିସ୍ କଲେ SEC