

- ଗଞ୍ଜାମର ଜଣେ ନିଶା ବେପାରୀଙ୍କ ଘରୁ ପୁଲିସ ୮ କେଜି ୫୯୮ ଗ୍ରାମ ସୁନା, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫ ଜବତ କରିଛି
- ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ମହାଲିଙ୍ଗ ଗସ୍ତ । ମମିତାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ଘଟଣାର କରିବେ ଅନୁଧ୍ୟାନ । ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ