

- କନ୍ଧମାଳ: ରାଇକିଆ ଥାନା କରଡା଼ ଘାଟିରେ ୭୦ ଫୁଟ ତଳକୁ ଖସିଲା କାର୍ | ଘଟଣାସ୍ଥଳରେ ୨ ମୃତ, ୮ ଜଣ ଗୁରୁତର ରାଇକିଆ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି |
- ସୁନ୍ଦରଗଡ଼: ନବୋଦୟ ବିଦ୍ୟାଳୟର ୩୬ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ପିଲାମାନେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି |