

- ଆଫ୍ରିକୀୟ ଦେଶ ଘାନାରେ ଭୟଙ୍କର ବିସ୍ଫୋରଣ ; ୧୭ ଜଣଙ୍କର ମୃତ୍ୟୁ
- ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ କଲେ କେନ୍ଦ୍ର ସରକାର, ୨ଟି ଟ୍ବିଟର, ୨ଟି ଇନ୍ଷ୍ଟା ଓ ୨ଟି ଫେସ୍ବୁକ୍ ଆକାଉଣ୍ଟ ବି ବ୍ଲକ | ଭାରତ ବିରୋଧୀ ଖବର ପ୍ରସାରଣ ନେଇ ବନ୍ଦ କଲେ ସରକାର | ବ୍ଲକ ହୋଇଥିବା ସମସ୍ତ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା : କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ସୂଚନା