ଠକୁଛନ୍ତି ସୁନା ଦୋକାନୀ

ଠକୁଛନ୍ତି ସୁନା ଦୋକାନୀ | ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ | ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର | ଗତ ୫ବର୍ଷରେ ୩୬ଜଣ ବ୍ୟବସାୟୀ ଠକେଇରେ ଧରାପଡିଛନ୍ତି | ୪ଲକ୍ଷ ୯୭ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି |

Leave a Reply

Your email address will not be published. Required fields are marked *