Fast News ବିଭ୍ରାନ୍ତି କରୁଛନ୍ତି ମନ୍ତ୍ରୀ February 19, 2025February 19, 2025 Sai Sudha 0 Comments ବିଭ୍ରାନ୍ତି କରୁଛନ୍ତି ମନ୍ତ୍ରୀ | ମୃତ ବ୍ୟକ୍ତି ରାସନ କାର୍ଡ ହାତେଇବା ପ୍ରସଙ୍ଗ | ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ | ଯୋଗାଣ ମନ୍ତ୍ରୀ ବାରମ୍ବାର ବିଭ୍ରାନ୍ତି କରୁଛନ୍ତି | ପୂର୍ବରୁ ୨୫ ଲକ୍ଷ ମୃତ କାର୍ଡଧାରୀ ଥିବା କହୁଥିଲେ | ଏବେ ୩ଲକ୍ଷ ମୃତ କାର୍ଡ ଥିବା କହୁଛନ୍ତି |