- ଗଜପତିରେ ୨ଟି ODRAF, ଗୋଟିଏ NDRF ଟିମ୍ । ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ଗଜପତିରେ ODRF,NDRF ଟିମ୍ । ଗୋଷାଣୀ, କଇଁପୁର, ଗଙ୍ଗାବାଡ, କାଶୀନଗର ଓ ପାରଳାଖେମୁଣ୍ଡିରେ ମୁତୟନ ।
- ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି । ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ।