ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି । ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି ।
ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *