

- ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା । ମୃତ ଛାତ୍ର ଜଣଙ୍କ ଏକ ଇଂଲିଶ ମିଡିୟମ ସ୍କୁଲ୍ରେ ପଢ଼ୁଥିଲେ। ମୃତ ଛାତ୍ର ହେଲେ ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫) l ଘଟଣାରେ ଦୁଇ ନାବାଳକ ଛାତ୍ର ଅଟକ, ଅନ୍ୟ ଜଣେ ଫେରାର । ଘଟଣାସ୍ଥଳରେ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍।
- ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର