ପାରାଦୀପରେ ମଝି ସମୁଦ୍ରରେ ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ

ପାରାଦୀପରେ ମଝି ସମୁଦ୍ରରେ ମିଳିତ ସମରାଭ୍ୟାସ, ୪ଟି ରାଜ୍ୟର ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ, ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ୍, ନୌସେନା, ପୁଲିସ, କଷ୍ଟମ ଓ ମତ୍ସ୍ୟ ବିଭାଗକୁ ନେଇ ସମରାଭ୍ୟାସ, ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ ଲକ୍ଷ୍ୟ

Leave a Reply

Your email address will not be published. Required fields are marked *