- ମମିତା ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ହଲ୍ଲାବୋଲ, ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଗଲେ, ପୁଲିସ ସହ ଧସ୍ତାଧସ୍ତି, କିଛି କର୍ମୀ ଗିରଫ |
- ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା ବି ଚାଲିପାରିଲାନି ଗୃହ। ଗୋଟିଏ ଦିନ ବି ଚାଲିପାରିନି ପ୍ରଶ୍ନକାଳ