

- ଏନ୍ଏଚ୍-୫୭ର ବୋଲଗଡ଼ କପାସିଆ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ୍ୟୁ; ଟାୟାର ଜାଳି ଲୋକେ କରିଛନ୍ତି ରାସ୍ତା ଅବରୋଧ, ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ
- ଗହିରମଥାରେ କାଲିଠୁ ୭ ମାସ ପାଇଁ ବୋଟ୍ ଚଳାଚଳ ଓ ମାଛଧରା ଟ୍ରଲର ଚଳାଚଳ ଉପରେ କଟକଣା; ମେ ୩୧ ତାରିଖ ଯାଏଁ ଜାରି ରହିବ କଟକଣା, ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ କଟକଣା ଜାରି