- ଭୁବନେଶ୍ବର ପାଣ୍ଡରାରେ ନିର୍ମାଣ ହେବ ଆନିକଟ, ଭୁବନେଶ୍ବରକୁ ଯୋଗାଇବ ପାଣି । ୧୨୮ କୋଟି ବିନିମୟରେ ପାଣ୍ଡରାରେ ହେବ ଆନିକଟ । ଆସନ୍ତା ଦୁଇ ବର୍ଷରେ ଶେଷ ହେବ କାର୍ଯ୍ୟ ଭୁବନେଶ୍ବର ଓ ବାଲିଅନ୍ତା ତହସିଲର ଲୋକେ ହେବେ ଉପକୃତ ।
- ହାଇକୋର୍ଟର ୨ଟି ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବାର୍ ଆସୋସିଏସନର ବିରୋଧ, କେନ୍ଦ୍ର ଆଇନ ମନ୍ତ୍ରୀ ଏନେଇ ଦେଇଥିବା ମନ୍ତବ୍ୟ ପରିପ୍ରେକ୍ଷୀରେ ବିରୋଧ