- କମିଶନରେଟ୍ ପୁଲିସ୍ ଦ୍ୱାରା ବିଭିନ୍ନ ଥାନା ଅଞ୍ଚଳରୁ ୫ ଆନ୍ତଃଜିଲା ଲୁଟେରା ଗିରଫ; ରାଜଧାନୀରେ ମହିଳାଙ୍କୁ ଟାର୍ଗେଟ କରୁଥିଲେ, ସେମାନଙ୍କ ଠାରୁ ୨୪ଟି ସୁନା ଚେନ୍ ଓ ୬ଟି ମୋବାଇଲ ଜବତ, ଚୋରି ବାଇକ୍ ଧରି ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ଲୁଟୁଥିଲେ
- ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ତଥ୍ୟ; ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ ସାମ୍ନାକୁ ଆସିଲା, ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟ୍ରାପ, ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି