- ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି
- କେନ୍ଦୁଝର ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣା | ଟ୍ରେନ୍ ଧକ୍କା ହୋଇଥିବା ସ୍ଥାନରେ ଲାଗିବ ସୋଲାର ତାର ବାଡ଼ | ରେଳଲାଇନ ପାଖରେ ପ୍ରାୟ ୨କିମି ପର୍ଯ୍ୟନ୍ତ ଲାଗିବ ସୋଲାର ତାର, ଖୁବ ଶୀଘ୍ର କାମ ଆରମ୍ଭ ହେବ | ପିସିସିଏଫ ଶଶି ପଲ ଦେଲେ ସୂଚନା |