- ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଶାଣି ଘୁଞ୍ଚିଲା, ଆବେଦନର ଶୁଣାଣି ପାଇଁ ୨୪ ତାରିଖକୁ ଧାର୍ଯ୍ୟ କଲେ JMFC କୋର୍ଟ, ଗୋବିନ୍ଦଙ୍କ ଦସ୍ତଖତ ପରୀକ୍ଷା ପାଇଁ ପୋଲିସ JMFCରେ ଆବେଦନ କରିଥିଲେ
- କେନ୍ଦ୍ରର ଜନକଲ୍ୟାଣ ଯୋଜନାକୁ ରାଜ୍ୟ ହଡ଼ପ କରୁଛି, କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟକୁ ଅର୍ଥ ପ୍ରଦାନ କରୁଛନ୍ତି, ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ର ୩,୩୨୩ କୋଟି ଟଙ୍କା ଦେଇଛି, ସବୁ ଯୋଜନାକୁ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ