Fast News କିଟ୍ ମାମଲା ୪ ଜଣଙ୍କୁ ହାଜିରା ନୋଟିସ February 25, 2025February 25, 2025 Sai Sudha 0 Comments କିଟ୍ ମାମଲା ୪ ଜଣଙ୍କୁ ହାଜିରା ନୋଟିସ | କିଟ୍ ବିଶ୍ବବିଦ୍ୟାଳୟ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା | ଆଉ ୪ ଜଣଙ୍କୁ ହାଜର ହେବାକୁ ନୋଟିସ୍ | ଉଚ୍ଚସ୍ତରୀୟ କମିଟି ନିକଟରେ ୨୭ରେ ହାଜର ହେବାକୁ ନିର୍ଦେଶ | ଉଚ୍ଚଶିକ୍ଷା ନିର୍ଦେଶକଙ୍କ ପକ୍ଷରୁ ୪ ଜଣଙ୍କୁ ନୋଟିସ ଜାରି |