News ଲିଭ୍ ଇନ ସଂପର୍କରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିପାରିବେନି ମହିଳା July 16, 2022July 16, 2022 admin 0 Comments ଲିଭ୍ ଇନ ସମ୍ପର୍କ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ | ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିପାରିବେନି ମହିଳା | ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରି ରାୟ ଶୁଣାଇଛନ୍ତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ବିକ୍ରମ ନାଥଙ୍କ ଖଣ୍ଡପୀଠ