ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୩୫ ପଇସା ବୃଦ୍ଧି । ଭୁବନେଶ୍ବରରେ ପେଟ୍ରୋଲ- ୧୧୦.୬୮, ଡିଜେଲ ୧୦୭.୩୮ ଟଙ୍କା

ପୁଣି ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ପେଟ୍ରୋଲ ଏବଂ ଡିଜେଲ ଦର ୩୫ ପଇସା ବୃଦ୍ଧି । ଭୁବନେଶ୍ବରରେ ପେଟ୍ରୋଲ- ୧୧୦.୬୮, ଡିଜେଲ ୧୦୭.୩୮ ଟଙ୍କା ଦିଲ୍ଲୀରେ ପେଟ୍ରୋଲ-୧୦୯.୬୯ ଟଙ୍କା, ଡିଜେଲ-୯୮.୪୨ ଟଙ୍କା ମୁମ୍ବାଇରେ ପେଟ୍ରୋଲ-୧୧୫.୫୦ ଟଙ୍କା, ଡିଜେଲ-୧୦୬.୬୨ ଟଙ୍କା

Leave a Reply

Your email address will not be published. Required fields are marked *