- ତ୍ରିବେଣୀ ଚିଟ୍ଫଣ୍ଡ ସଂସ୍ଥାର ଅଭିଯୁକ୍ତ ଠକ ତ୍ରିବେଣୀ ମହାନ୍ତି ଫେରାର, ତ୍ରିବେଣୀର ସୂଚନା 7008260114 ନମ୍ବରରେ ଦେବାକୁ କହିଲା EOW | ୱାଣ୍ଟେଡ ତାଲିକାରେ ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ ବାବା | ଗୋଲଡେନ ବାବାର ସୂଚନା 9438129612 ନମ୍ବରରେ ଦେଇପାରିବେ ଲୋକେ
- ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା ପୂର୍ବରୁ ଓ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ, କଟା ଧାନକୁ ବେଙ୍ଗଳା କିମ୍ବା ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ରଖନ୍ତୁ