ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌ | ଗୃହରେ ବିଲ୍‌ ଆଗତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୩ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ । ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଣିବାକୁ କଥା ଦେଇଥିଲେ ସରକାର ।

ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହରେ ବିଲ୍‌ ଆଗତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୩ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ । ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଣିବାକୁ କଥା ଦେଇଥିଲେ ସରକାର ।

Leave a Reply

Your email address will not be published. Required fields are marked *